🔒 Privacy Policy — ନଜର ଓଡ଼ିଶା
ନଜର ଓଡ଼ିଶା (Nazar Odisha) ଆପଣଙ୍କ privacyକୁ ସମ୍ମାନ କରେ। ଏହି Privacy Policy ମାଧ୍ୟମରେ ଆମ Blog ବ୍ୟବହାର କରିବା ସମୟରେ କେଉଁ ପ୍ରକାରର ସୂଚନା ସଂଗ୍ରହ ଓ ବ୍ୟବହାର ହୋଇପାରେ, ସେ ବିଷୟରେ ଜଣାଯାଉଛି।
1. ବ୍ୟକ୍ତିଗତ ସୂଚନା
ଆପଣ ଆମ ସହ Email, Contact Form କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଯୋଗାଯୋଗ କଲେ, ଆପଣ ନିଜେ ଦେଇଥିବା ନାମ, Email କିମ୍ବା ଅନ୍ୟ ସୂଚନା ଆମେ ଯୋଗାଯୋଗର ଉଦ୍ଦେଶ୍ୟରେ ବ୍ୟବହାର କରିପାରୁ।
2. Cookies
ଆମ Blog ଭଲ ଭାବରେ କାମ କରିବା ଏବଂ ପାଠକଙ୍କ browsing experience ଉନ୍ନତ କରିବା ପାଇଁ cookies କିମ୍ବା ସମାନ technology ବ୍ୟବହାର ହୋଇପାରେ।
3. Google ଏବଂ Third-Party Services
ଆମ Blogରେ Google କିମ୍ବା ଅନ୍ୟ third-party services ଯେପରିକି analytics, advertising, social-media features କିମ୍ବା embedded content ବ୍ୟବହାର ହୋଇପାରେ। ଏହି services ନିଜସ୍ୱ privacy policy ଅନୁସାରେ information collect କରିପାରନ୍ତି।
4. ବିଜ୍ଞାପନ
ଭବିଷ୍ୟତରେ ଆମ Blogରେ third-party advertising services ବ୍ୟବହାର କରାଯାଇପାରେ। ବିଜ୍ଞାପନ ସେବା ପକ୍ଷରୁ cookies କିମ୍ବା ସମାନ technology ବ୍ୟବହାର ହୋଇପାରେ।
5. External Links
ଆମ Blogରେ ଅନ୍ୟ website କିମ୍ବା social-media platformର links ଥାଇପାରେ। ସେହି websiteଗୁଡ଼ିକର privacy practices ପାଇଁ ନଜର ଓଡ଼ିଶା ଦାୟୀ ନୁହେଁ। ସେମାନଙ୍କ ନିଜସ୍ୱ Privacy Policy ଦେଖିବାକୁ ଅନୁରୋଧ।
6. News Content
ନଜର ଓଡ଼ିଶାରେ ପ୍ରକାଶିତ ଖବର, ଫଟୋ, ଭିଡିଓ କିମ୍ବା ଅନ୍ୟ content ସମ୍ବନ୍ଧରେ କୌଣସି ଆପତ୍ତି କିମ୍ବା correction ଥିଲେ ଆମ ସହ ଯୋଗାଯୋଗ କରିପାରିବେ।
7. Privacy Policy Updates
ଆବଶ୍ୟକତା ଅନୁସାରେ ଏହି Privacy Policyରେ ପରିବର୍ତ୍ତନ କରାଯାଇପାରେ। ନୂଆ version ଏହି pageରେ ପ୍ରକାଶ କରାଯିବ।
8. ଯୋଗାଯୋଗ
ନଜର ଓଡ଼ିଶା (Nazar Odisha)
📧 Email: nazarodisha07@gmail.com
📍 Office Location: SwamPatna, Patna, Keonjhar, Odisha, India
ନଜର ଓଡ଼ିଶା
“ଓଡ଼ିଶାର ପ୍ରତିଟି ଖବର ଉପରେ ନଜର”