ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

୨୫ ସେପ୍ଟେମ୍ବର ୨୦୨୬ ଭଦ୍ରକାଳୀ ପଞ୍ଜିକା: ତିଥି, ନକ୍ଷତ୍ର, ଶୁଭ ସମୟ ସହ ଜାଣନ୍ତୁ ୧୨ ରାଶିର ରାଶିଫଳ

News Summary

୨୫ ସେପ୍ଟେମ୍ବର ୨୦୨୬ର ଭଦ୍ରକାଳୀ ପଞ୍ଜିକା ଓ ଆଜିର ୧୨ ରାଶିର ରାଶିଫଳ—ତିଥି, ନକ୍ଷତ୍ର, ଯୋଗ, କରଣ, ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ଓ ଶୁଭ ସମୟର ସମ୍ପୂର୍ଣ୍ଣ ତଥ୍ୟ ଜାଣନ୍ତୁ।

ନଜର ଓଡ଼ିଶା | Nazar Odisha

ଭଦ୍ରକାଳୀ ପଞ୍ଜିକା : ଆଜି ୨୫ ସେପ୍ଟେମ୍ବର ୨୦୨୬, ଶୁକ୍ରବାର। ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି ରହିଛି। ରାତ୍ରି ୧୧ଟା ୦୬ ମିନିଟ୍ ଗତେ ପୂର୍ଣ୍ଣିମା ତିଥି ଆରମ୍ଭ ହେବ। ଆଜିର ପଞ୍ଜିକାରେ ତିଥି, ନକ୍ଷତ୍ର, ଯୋଗ, କରଣ, ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, କାଳବେଳା, ବାରବେଳା ଓ ଅମୃତ ବେଳା ସମ୍ପର୍କିତ ତଥ୍ୟ ରହିଛି।
ଆଜିର ଭଦ୍ରକାଳୀ ପଞ୍ଜିକା
ତାରିଖ: ୨୫ ସେପ୍ଟେମ୍ବର ୨୦୨୬
ବାର: ଶୁକ୍ରବାର
ଶକାବ୍ଦ: ୧୯୪୮
ସମ୍ବତ୍: ୨୦୮୩
ଦିଲ୍ଲୀଶ୍ୱରାବ୍ଦ: ୧୪୩୩
ସମ୍ବତ୍ସର: ରୌଦ୍ର
ଭାଦ୍ରବ ମାସ: ଶୁକ୍ଳପକ୍ଷ
ତିଥି: ଚତୁର୍ଦ୍ଦଶୀ, ରାତ୍ରି ୧୧:୦୬ ଗତେ ପୂର୍ଣ୍ଣିମା
ନକ୍ଷତ୍ର: ଶତଭିଷା, ଦିବା ୧୧:୨୨ ଗତେ ପୂର୍ବଭାଦ୍ରପଦ
ଚନ୍ଦ୍ର: କୁମ୍ଭ
ଯୋଗ: ଶୁଳ
କରଣ: ଗର
ସୌରମାସ: କନ୍ୟା ୦୯ ଦିନ
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ
ସୂର୍ଯ୍ୟୋଦୟ: ପ୍ରାତଃ ୦୫:୩୩:୩୪
ସୂର୍ଯ୍ୟାସ୍ତ: ସନ୍ଧ୍ୟା ୦୫:୩୮:୩୧
ଆଜିର ବିଶେଷ ତଥ୍ୟ
ଯୋଗିନୀ: ପଶ୍ଚିମେ, ରାତ୍ରି ୧୧:୦୬ ଗତେ ନୈରୃତ୍ୟେ।
ଘାତଚନ୍ଦ୍ର: ମିଥୁନ ଓ ମୀନ ରାଶି।
ଘାତବାର: ବିଛା, ଧନୁ ଓ ମୀନ ରାଶି।
ଶ୍ରାଦ୍ଧ: ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।
ପୁଷ୍କରଦୋଷ: ମୃତେ ଦିବା ୧୧:୨୨ ଗତେ ଏକପାଦ ପୁଷ୍କରଦୋଷ।
କାଳବେଳା ଓ ବାରବେଳା: ଦିବା ୦୮:୪୦ ଗତେ ୧୦:୪୧ ମଧ୍ୟେ।
ବିଶୁଦ୍ଧ ଅମୃତ ବେଳା: ଦିବା ୦୬:୨୭ ମଧ୍ୟେ, ୦୭:୧୫ ଗତେ ୦୮:୩୯ ମଧ୍ୟେ, ୧୧:୪୨ ଗତେ ୧୧:୪୧ ମଧ୍ୟେ ଓ ୧୨:୦୪ ଗତେ ୦୩:୧୩ ମଧ୍ୟେ।
ବିଶୁଦ୍ଧ ମାହେନ୍ଦ୍ର ବେଳା: ନାସ୍ତି।
ଆଜି ଭକ୍ଷଣ ନିଷେଧ: ବିରି।
ଆଜିର ରାଶିଫଳ
ମେଷ ରାଶିଫଳ
ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ। ଆର୍ଥିକ ସ୍ଥିତି ଭଲ ରହିବ। ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ନୂଆ ଜମି କିଣିବା ଲାଗି ଦିନଟି ଶୁଭ।
ବୃଷ ରାଶିଫଳ
ମହତ୍ତ୍ୱପୂର୍ଣ୍ଣ ବିଷୟରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ଲୁଗା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ହେବ। ସନ୍ତାନଙ୍କ ଖୁସି ଖବରରେ ଗୌରବାନ୍ୱିତ ହେବେ।
ମିଥୁନ ରାଶିଫଳ
ଠିକ୍ ଫଇସଲା ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ। ବନ୍ଧୁଙ୍କର ପ୍ରଶଂସା ପ୍ରତି ସାବଧାନ ରୁହନ୍ତୁ। ବେପାରୀଙ୍କୁ ଆୟର ନୂଆ ଉତ୍ସ ମିଳିବ। ଶିକ୍ଷକଙ୍କ ଲାଗି ଦିନଟି ଭଲ।
କର୍କଟ ରାଶିଫଳ
ଯେଉଁ କାମ ହାତକୁ ନେବେ ପୂରା ମନରେ କରିବେ। ଅଫିସରେ ଭଲ ଖବର ମିଳିବ। ଜୀବନସାଥୀଙ୍କ କଥା ମାନିନେଲେ ସମ୍ବନ୍ଧରେ ମଧୁରତା ଆସିବ।
ସିଂହ ରାଶିଫଳ
ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରନ୍ତି। ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଧନଲାଭ ଯୋଗ ରହିଛି। ଦୀର୍ଘଦିନର ବନ୍ଧୁତା ପ୍ରେମରେ ବଦଳି ପାରେ।
କନ୍ୟା ରାଶିଫଳ
କାର୍ଯ୍ୟକ୍ଷେତ୍ରରେ ଅଶାନ୍ତି ଦୂର ହେବ। ସୁଖଦ ଖବର ଯୋଗୁଁ ମନ ପ୍ରସନ୍ନ ରହିବ। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ପଥ ଖୋଲିବ। ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ।
ତୁଳା ରାଶିଫଳ
ସୁଯୋଗ ଆପଣଙ୍କ ଅପେକ୍ଷାରେ। କାର୍ଯ୍ୟକ୍ଷେତ୍ରରେ ମନୋଯୋଗରେ କାମ କରିବେ। ପ୍ରିୟଜନଙ୍କ ସହିତ ଭ୍ରମଣ ଯୋଜନା କରିବେ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।
ବିଛା ରାଶିଫଳ
ବ୍ୟବସାୟରେ ବୃଦ୍ଧି ହେବ। ବେକାରଙ୍କୁ ରୋଜଗାର ମିଳିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ବୈବାହିକ ଜୀବନରେ ମଧୁରତା ଆସିବ।
ଧନୁ ରାଶିଫଳ
ଭବିଷ୍ୟତ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ଆପଣଙ୍କ କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ବେପାରୀବର୍ଗ ନୂଆ କାମରେ ପୁଞ୍ଜି ଲଗାନ୍ତୁ, ଲାଭ ହେବ।
ମକର ରାଶିଫଳ
ମନରେ ନୂତନ ଆଶା ଉତ୍ପନ୍ନ ହେବ। ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ପାଇବେ। ଅଫିସରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ଖେଳାଳିଙ୍କ ଲାଗି ଦିନଟି ଭଲ।
କୁମ୍ଭ ରାଶିଫଳ
ନୂଆ କାମ ନୂଆ କୌଶଳରେ କରିବେ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବ୍ୟସ୍ତବହୁଳ ରହିବ। ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ।
ମୀନ ରାଶିଫଳ
ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ପ୍ରିୟଜନଙ୍କ ସହିତ ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି।
ଜ୍ୟୋତିର୍ବିଦ: ଭାବଗ୍ରାହୀ ଖଡିରତ୍ନ
ଯୋଗାଯୋଗ: ୯୪୩୮୧୫୨୬୨୭
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।