ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ଖଇରାରେ ୭୦ ଲିଟରରୁ ଊର୍ଦ୍ଧ୍ୱ ନକଲି ମହୁଲି ମଦ ଜବତ, ୨ ଗିରଫ

News Summary

ଖଇରାରେ ପୁଲିସର ଚଢ଼ାଉ। ୭୦ ଲିଟରରୁ ଊର୍ଦ୍ଧ୍ୱ ନକଲି ମହୁଲି ମଦ ଜବତ ସହ ୨ ଜଣ ଗିରଫ। ସ୍କୁଟି ଓ ବାଇକ୍‌ ମଧ୍ୟ ଜବତ।

ନଜର ଓଡ଼ିଶା | Nazar Odisha
ବାଲେଶ୍ୱର/ଖଇରା, ୧/୧୦: ବାଲେଶ୍ୱର ଜିଲା ଖଇରା ଥାନା ଅଞ୍ଚଳରେ ନକଲି ମହୁଲି ମଦ କାରବାର ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ। ବଟେଶ୍ୱର ନିକଟରେ ଚଢ଼ାଉ କରି ୭୦ ଲିଟରରୁ ଊର୍ଦ୍ଧ୍ୱ ନକଲି ମହୁଲି ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ଖଇରା ପୁଲିସ।ଗିରଫ ଦୁଇଜଣ ହେଲେ ସଞ୍ଜିତ ଗୁପ୍ତା ଓ ଜେ. ପ୍ରକାଶ ଗୁପ୍ତା। ପୁଲିସ ସେମାନଙ୍କ ନିକଟରୁ ୭୦ ଲିଟରରୁ ଅଧିକ ନକଲି ମହୁଲି ମଦ ସହ ଗୋଟିଏ ସ୍କୁଟି ଓ ଗୋଟିଏ ବାଇକ୍‌ ଜବତ କରିଛି।ସୂଚନା ଅନୁସାରେ, ଦୁଇଜଣ ବିହାରୀ ମଦ ବିକ୍ରେତା ଖଇରା ଅଞ୍ଚଳକୁ ମଦ ନେଇ ଆସୁଥିବା ନେଇ ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଗୁରୁବାର ସକାଳେ ବଟେଶ୍ୱର ନିକଟରେ ପୁଲିସ ଚଢ଼ାଉ କରି ଉଭୟଙ୍କୁ ଧରିଥିଲା।ଏହି ଘଟଣାରେ ଖଇରା ଥାନାରେ ମାମଲା ନଂ-୨୬୧/୨୬ ରୁଜୁ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ତେବେ ଦୀର୍ଘଦିନ ଧରି ଖଇରା ଅଞ୍ଚଳରେ ମହୁଲି ମଦ କାରବାର କରୁଥିବା ନେଇ ମଧ୍ୟ ପୁଲିସ ସୂଚନା ପାଇଥିବା ଜଣାପଡ଼ିଛି।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।