ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

Showing posts with label ବେତନଟି. Show all posts
Showing posts with label ବେତନଟି. Show all posts

ଥାନାରେ ପାରା, ଗୋଡ଼ରେ ବ୍ଲୁ ରିଙ୍ଗ୍‌; ‘BRN 2026 701831’ ନମ୍ବରକୁ ନେଇ ତଦନ୍ତ

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha


ମୟୂରଭଞ୍ଜ/ବେତନଟୀ: ୧୫/୯: ବେତନଟୀ ବ୍ଲକ୍‌ ଅନ୍ତର୍ଗତ ବୈଶିଙ୍ଗା ଥାନା ଅଞ୍ଚଳର କଷିପଦା ଗ୍ରାମରୁ ଏକ ସନ୍ଦେହଜନକ ପାରା ଉଦ୍ଧାର ହୋଇଛି। ପାରାଟିର ଡାହାଣ ଗୋଡ଼ରେ ଏକ ବ୍ଲୁ ରଙ୍ଗର ରିଙ୍ଗ୍‌ ଲାଗିଥିବାରୁ ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।ମଙ୍ଗଳବାର ଅପରାହ୍ନରେ କଷିପଦା ଗ୍ରାମର ହରିଶଚନ୍ଦ୍ର ପୁହାଣଙ୍କ ଘର ବାଡ଼ିରେ ଲାଗିଥିବା ଏକ ଜାଲରେ ପାରାଟି ବସିଥିଲା। ପାରାଟିର ଗୋଡ଼ରେ ବ୍ଲୁ ରଙ୍ଗର ରିଙ୍ଗ୍‌ ଲାଗିଥିବା ଦେଖି ଘରଲୋକେ ତାକୁ ଧରିଥିଲେ।ପରେ ରିଙ୍ଗ୍‌ଟିକୁ ଯାଞ୍ଚ କରିବାରୁ ସେଥିରେ ‘BRN 2026 701831’ ଲେଖା ଥିବା ଜଣାପଡ଼ିଥିଲା। ଏହାକୁ ନେଇ ସନ୍ଦେହ ହେବାରୁ ପାରାଟିକୁ ବୈଶିଙ୍ଗା ଥାନାକୁ ନେଇଯାଇଥିଲେ।ଘଟଣା ସମ୍ପର୍କରେ ବେତନଟୀ ଏସ୍‌ଡିପିଓ ଓ ବୈଶିଙ୍ଗା ଥାନା ଆଇଆଇସି ପାରାଟିର ଗୋଡ଼ରେ ଲାଗିଥିବା ରିଙ୍ଗ୍‌ ଏବଂ ଏଥିରେ ଲେଖା ଥିବା ନମ୍ବରକୁ ନେଇ ତଦନ୍ତ ଜାରି ରଖିଛନ୍ତି।ପାରାଟି ବାଂଲାଦେଶରୁ ଆସିଥିବା ପାରା ହୋଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ରିଙ୍ଗ୍‌ର ନମ୍ବର ଏବଂ ପାରାଟିର ଉତ୍ସ ସମ୍ପର୍କରେ ତଦନ୍ତ ପରେ ହିଁ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।

ନଜର ଓଡ଼ିଶା
Nazar Odisha
Powered by Blogger.
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।