ବରିଷ୍ଠ ସମାଜସେବୀ ସମ୍ବର୍ଦ୍ଧିତ
By Nazar Odisha Team|📅 August 28, 2026
ପାଟଣା:୨୮/୮(ନ.ଓ)ପାଟଣା ବ୍ଲକ ମୁଖ୍ୟାଳୟ ଶିବନାରାୟଣ ପୁର ବାସିନ୍ଦା ତଥା ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ,ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ସମ୍ପାଦକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ ଙ୍କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ପାଟଣା ପ୍ରେସ କ୍ଳବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ଅଗଷ୍ଟ ୧୫ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ପର୍ବରେ ଇଂ ଦାଶ ସ୍ୱାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ରହିବା ପରେ ଆଜି ପ୍ରେସ କ୍ଳବ ର ଉପଦେଷ୍ଟା ନୃସିଂହ ନାଥ ସିଂହ ଓ ଅଭିମନ୍ୟୁ ରାଉତ,ସଭାପତି କିଶୋର ଚନ୍ଦ୍ର ମହାନ୍ତ, ସମ୍ପାଦକ ବିଜୟ ରତ୍ନ ପତି ପ୍ରମୁଖ ଶ୍ରୀ ଦାଶ ଙ୍କ ବାସ ଭବନ କୁ ଯାଇ ତାଙ୍କୁ ମାନପତ୍ର, ଉପାୟନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ନଜର ଓଡ଼ିଶା,
ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️
ଆମର ଲକ୍ଷ୍ୟ — ସତ୍ୟ ଖବର, ନିରପେକ୍ଷ ରିପୋର୍ଟିଂ ଓ ଲୋକଙ୍କ ସ୍ୱର।
🌐 Website: nazarodishanews24.blogspot.com
📞 Contact: 6372448483
📧 Email: nazarodisha07@gmail.com
News Summary:
📢 ସୂଚନା | ନଜର ଓଡ଼ିଶା • 📰 ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️ • 🔴 ଆମର ନୂଆ ନୂଆ ଖବର ପଢ଼ିବା ପାଇଁ ଆଜିହିଁ Visit କରନ୍ତୁ 👇 • 🌐 na...
Tags:ବ୍ଲକ ଖବର
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
