ଭୁବନେଶ୍ୱର,୨୩/୮: (ନଜର ଓଡ଼ିଶା)ଦିଲ୍ଲୀରୁ ନିଜ ଗ୍ରାମକୁ ଫେରୁଥିବା କେନ୍ଦୁଝର ସାଂସଦ ଅନନ୍ତ ନାୟକ ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟିଛନ୍ତି। କେନ୍ଦୁଝର ଜିଲ୍ଲାର ସାମଗ୍ରିକ ବିକାଶ ଓ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ କରିବା ଓ ତୃଣମୂଳ ସ୍ତରରେ ବିକାଶକୁ ପ୍ରାଥମିକତା ଦିଆଯିବା ନେଇ ସାଂସଦ ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଥିବା ବେଳେ ଜିଲ୍ଲାରେ ବିଜେପି ସଂଗଠନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି।
Blogger Comment
Subscribe to:
Post Comments (Atom)
