ଟାଙ୍ଗରପଡା ରେ ବ୍ଲକ ଠିକାଦାର ସଂଘ ବୈଠକ
ପାଟଣା:୨୬।୮(ନଜର ଓଡ଼ିଶା) ପାଟଣା ବ୍ଲକ ଟାଙ୍ଗରପଡା କଲ୍ୟାଣ ମଣ୍ଡପ ଠାରେ ପାଟଣା ବ୍ଲକ୍ ଠିକାଦାର ସଂଘ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଂଘର ୫୦ ରୁ ଅଧିକ ଠିକାଦାର ସଭ୍ୟ ଯୋଗ ଦେଇଥିଲେ। ସଂଘର ସଭାପତି ଦୀପକ୍ କୁମାର ମଣ୍ଡଳ ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ପ୍ରକାଶ କୁମାର ସେଠୀ ସଭା କାର୍ଯ୍ୟ ତୁଲାଇ ଥିଲେ। ବ୍ଲକ୍ ବାହାର ଠିକାଦାର ମାନଙ୍କୁ ବ୍ଲକ୍ ରେ ବାହାରିଥିବା କାମ କରାଇ ନଦେବା ପାଇଁ ସଙ୍ଘ ତରଫରୁ ନିଷ୍ପତ୍ତି ନେଇଥିଲା। ସମସ୍ତ ଠିକାଦାର ମାନେ ୧ ପ୍ରତିଶତ ଲେସ୍ ରେ ଟେଣ୍ଡର ପକାଇବା ପାଇଁ ପ୍ରତିଜ୍ଞା କରିଥିଲେ। ଆଗାମି ଦିନରେ ଦିନରେ ସଙ୍ଘକୁ ସୁଦୃଢ କରିବ ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ନଜର ଓଡ଼ିଶା,
ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️
ଆମର ଲକ୍ଷ୍ୟ — ସତ୍ୟ ଖବର, ନିରପେକ୍ଷ ରିପୋର୍ଟିଂ ଓ ଲୋକଙ୍କ ସ୍ୱର।
🌐 Website: nazarodishanews24.blogspot.com
📞 Contact: 6372448483
📧 Email: nazarodisha07@gmail.com
Tags:ବ୍ଲକ ଖବର
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
