ପାଟଣା:୨୭।୮(ନ.ଓ) ପାଟଣା ବନାଞ୍ଚଳ ଅଧୀନ ଖିରେଇଟାଙ୍ଗିରି ସେକ୍ସନର ପଦ୍ମପୁର ଗ୍ରାମ ନିକଟସ୍ଥ ସଂଗ୍ରହିତ ଜଙ୍ଗଲରୁ ବୁଧବାର ଏକ ଅଣ୍ଡିରା ଭାଲୁର ଗଳିତ ମୃତଦେହ ଉଦ୍ଧାର ହୋଇଛି। ଜଙ୍ଗଲ ଭିତରେ ଭାଲୁଟିର ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁର ମୃତଦେହ ଉଦ୍ଧାର କରିବା ପରେ ପାଟଣା ପ୍ରାଣୀ ଚିକିତ୍ସକ ଡ଼ ଅର୍ପିତ ଅମିତାଂଶୁ ବିଶ୍ୱାଳ ଙ୍କ ଦ୍ୱାରା ଭାଲୁ ର ଶବ ବ୍ୟବଚ୍ଛେଦ କରାଇ ତାକୁ ପୋତି ଦିଆଯାଇଛି।ତେବେ ଭାଲୁଟିର ମୃତ୍ୟୁ କିପରି ହେଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଭାଲୁ ଟି ୩ ରୁ ୪ ଦିନ ହେବ କୌଣସି କାରଣରୁ ମରିଥିବା ଜଣାପଡିଛି।
ଜଙ୍ଗଲ ଭିତରୁ ଭାଲୁର ଗଳିତ ମୃତଦେହ ଉଦ୍ଧାର
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ପାଟଣା:୨୭।୮(ନ.ଓ) ପାଟଣା ବନାଞ୍ଚଳ ଅଧୀନ ଖିରେଇଟାଙ୍ଗିରି ସେକ୍ସନର ପଦ୍ମପୁର ଗ୍ରାମ ନିକଟସ୍ଥ ସଂଗ୍ରହିତ ଜଙ୍ଗଲରୁ ବୁଧବାର ଏକ ଅଣ୍ଡିରା ଭାଲୁର ଗଳିତ ମୃତଦେହ ଉଦ୍ଧାର ହୋଇଛି। ଜଙ୍ଗଲ ଭିତରେ ଭାଲୁଟିର ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁର ମୃତଦେହ ଉଦ୍ଧାର କରିବା ପରେ ପାଟଣା ପ୍ରାଣୀ ଚିକିତ୍ସକ ଡ଼ ଅର୍ପିତ ଅମିତାଂଶୁ ବିଶ୍ୱାଳ ଙ୍କ ଦ୍ୱାରା ଭାଲୁ ର ଶବ ବ୍ୟବଚ୍ଛେଦ କରାଇ ତାକୁ ପୋତି ଦିଆଯାଇଛି।ତେବେ ଭାଲୁଟିର ମୃତ୍ୟୁ କିପରି ହେଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଭାଲୁ ଟି ୩ ରୁ ୪ ଦିନ ହେବ କୌଣସି କାରଣରୁ ମରିଥିବା ଜଣାପଡିଛି।
ନଜର ଓଡ଼ିଶା,
ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️
ଆମର ଲକ୍ଷ୍ୟ — ସତ୍ୟ ଖବର, ନିରପେକ୍ଷ ରିପୋର୍ଟିଂ ଓ ଲୋକଙ୍କ ସ୍ୱର।
🌐 Website: nazarodishanews24.blogspot.com
📞 Contact: 6372448483
📧 Email: nazarodisha07@gmail.com
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।
