ଢେଙ୍କିକୋଟ:୨୬/୮(ନଜର ଓଡ଼ିଶା)କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ର ପ୍ରତିଷ୍ଠିତ ବ୍ୟବସାୟୀ ତଥା ଜଣେ ଭଲ ମଣିଷ ଭାବେ ସୁପରିଚିତ ସ୍ୱର୍ଗତ ଅଶୋକ ପ୍ରସାଦ ଗୁପ୍ତା ଙ୍କ ଦ୍ୱାଦଶାହ ଅବସରରେ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ସ୍ୱର୍ଗତ ଅଶୋକ ଙ୍କ ପୁଅ ଚନ୍ଦନ କୁମାର , କୁନ୍ଦନ କୁମାର ଓ ରଘୁନନ୍ଦନ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ପ୍ରଫେସର ଯୁଗଳ କିଶୋର ଦାଶ , ସମାଜ ସେବୀ ବୈଲୋଚନବେହେରା ,ସମାଜସେବୀ କୁଳମଣି ମଣ୍ଡଳ , ବଣିକ ସଂଘ୍ ସଭାପତି ରାଜକିଶୋର ସାହୁ , ଖଣ୍ଡାୟତ ସମାଜ ସମ୍ପାଦକ ସ୍ମୃତିରଞ୍ଜନ ମହାପାତ୍ର , ରାଜେଶ ଲୋଖୋଟିଆ ଓ ଅଞ୍ଚଳ ରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ରହି ସ୍ୱର୍ଗତ ଗୁପ୍ତା ଙ୍କ ସ୍ମୁତିଚାରଣ କରିଥିଲେ।
ଢେଙ୍କିକୋଟ ରେ ଶ୍ରଦ୍ଧାଞ୍ଜଳି ସଭା

ନଜର ଓଡ଼ିଶା,
ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️
ଆମର ଲକ୍ଷ୍ୟ — ସତ୍ୟ ଖବର, ନିରପେକ୍ଷ ରିପୋର୍ଟିଂ ଓ ଲୋକଙ୍କ ସ୍ୱର।
🌐 Website: nazarodishanews24.blogspot.com
📞 Contact: 6372448483
📧 Email: nazarodisha07@gmail.com
Tags:ଜିଲ୍ଲା ଖବର
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)