ଆଜିର ଭଦ୍ରକାଳୀ ପଞ୍ଜିକା ଓ ରାଶିଫଳ: ଅକ୍ଟୋବର ୨, ୨୦୨୬, ଶୁକ୍ରବାର
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଭୁବନେଶ୍ୱର, ୨/୧୦: ଆଜି ଅକ୍ଟୋବର ୨, ୨୦୨୬, ଶୁକ୍ରବାର। ଭଦ୍ରକାଳୀ ପଞ୍ଜିକା ଅନୁଯାୟୀ ଆଜି ଶକାବ୍ଦ ୧୯୪୮, ସମ୍ବତ୍ ୨୦୮୩ ଏବଂ ଆଶ୍ୱିନ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି। ଦିବା ୧୦ଟା ୧୫ ମିନିଟ୍ ପରେ ସପ୍ତମୀ ତିଥି ଆରମ୍ଭ ହେବ। ଆଜିର ପଞ୍ଜିକାରେ ତିଥି, ନକ୍ଷତ୍ର, ଯୋଗ, କରଣ, ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ, ଶୁଭ ସମୟ ଏବଂ ରାଶିଫଳ ସମ୍ପର୍କରେ ଜାଣନ୍ତୁ।
ଆଜିର ପଞ୍ଜିକା:
ତାରିଖ: ୨ ଅକ୍ଟୋବର ୨୦୨୬, ଶୁକ୍ରବାର
ମାସ: ଆଶ୍ୱିନ, କୃଷ୍ଣପକ୍ଷ
ତିଥି: ଷଷ୍ଠୀ, ଦିବା ୧୦:୧୫ ପରେ ସପ୍ତମୀ
ନକ୍ଷତ୍ର: ମୃଗଶିରା, ରାତ୍ରି ୨:୫୫ ପରେ ଆର୍ଦ୍ରା
ଯୋଗ: ବ୍ୟତିପାତ
କରଣ: ବାଣିଜ୍ୟ
ସୂର୍ଯ୍ୟୋଦୟ: ପ୍ରାତଃ ୫:୩୫:୩୩
ସୂର୍ଯ୍ୟାସ୍ତ: ସନ୍ଧ୍ୟା ୫:୩୧:୨୨
ସୌରମାସ: କନ୍ୟା, ୧୬ ଦିନ
ଆଜିର ରାଶିଫଳ:
ମେଷ: ଆର୍ଥିକ ଦୃଷ୍ଟିରୁ ଦିନଟି ମଧ୍ୟମ ରହିବ। ଖର୍ଚ୍ଚକୁ ନେଇ ଚିନ୍ତା ହୋଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।
ବୃଷ: ଉତ୍ସାହ ଓ ଏକାଗ୍ରତାରେ କାର୍ଯ୍ୟ ସଫଳ ହେବ। ଧନଲାଭର ସମ୍ଭାବନା ରହିଛି।
ମିଥୁନ: ଆୟ ଅପେକ୍ଷା ଖର୍ଚ୍ଚ ବଢ଼ିପାରେ। ଉଚ୍ଚ ଅଧିକାରୀଙ୍କ ସହ ବାଦବିବାଦରୁ ଦୂରେ ରୁହନ୍ତୁ।
କର୍କଟ: ବ୍ୟବସାୟରେ ଲାଭ ଓ ଆୟର ନୂଆ ସୁଯୋଗ ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ।
ସିଂହ: ବ୍ୟବସାୟରେ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିବ। ଚାକିରିରେ ପ୍ରମୋଶନର ସମ୍ଭାବନା ରହିଛି।
କନ୍ୟା: ଦିନଟି ଶୁଭ ରହିବ। ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ସାକ୍ଷାତରୁ ଆନନ୍ଦ ମିଳିବ।
ତୁଳା: ଧାର୍ମିକ କାର୍ଯ୍ୟ ଓ ଯାତ୍ରା ପାଇଁ ସମୟ ଅନୁକୂଳ। କ୍ରୋଧ ଓ ଅଯଥା ବିବାଦରୁ ଦୂରେ ରୁହନ୍ତୁ।
ବିଛା: ବନ୍ଧୁ ଓ ସ୍ୱଜନଙ୍କ ସହ ଯାତ୍ରାର ସୁଯୋଗ ମିଳିପାରେ। ସମାଜରେ ମାନ-ସମ୍ମାନ ବଢ଼ିବ।
ଧନୁ: ପରିବାରରେ ଆନନ୍ଦର ପରିବେଶ ରହିବ। ବ୍ୟବସାୟରେ ଲାଭ ଓ ସହକର୍ମୀଙ୍କ ସହଯୋଗ ମିଳିବ।
ମକର: ପାରିବାରିକ ଶାନ୍ତି ପାଇଁ ଅଯଥା ବିବାଦରୁ ଦୂରେ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ଚାପ ରହିପାରେ।
କୁମ୍ଭ: ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ। ଯୋଜନା କରିଥିବା କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇପାରେ।
ମୀନ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ଦିନଟି ଅନୁକୂଳ। ସୃଜନାତ୍ମକ ଶକ୍ତି ଓ ମାନସିକ ସ୍ଥିରତା ବଢ଼ିବ।
ଜ୍ୟୋତିର୍ବିଦ: ଭାବଗ୍ରାହୀ ଖଡିରତ୍ନ
ଯୋଗାଯୋଗ: ୯୪୩୮୧୫୨୬୨୭
Tags:ରାଶିଫଳ
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।