ହାତୀ ଉପଦ୍ରବକୁ ନେଇ ଚିନ୍ତାରେ ଲୋକେ।ଦେଖନ୍ତୁ ଭିଡିଓ
କେନ୍ଦୁଝର ଘଟଗାଁ ରେଞ୍ଜ ଢେଙ୍କିକୋଟ ସେକ୍ସନର କାଶିବେଡା ଓ ବାଘଘର ଗାଁରେ ୯ ଟିକିଆ ହାତୀପଲର ଉପଦ୍ରବ ଜାରି। ରାତି ପ୍ରାୟ ୧୧ଟାରେ ବାଘଘର ଗାଁର କିଶୋର ବେହେରାଙ୍କ ଘରକୁ ରାଇଡର ଦନ୍ତା ଆକ୍ରମଣ କରି ଭାଙ୍ଗି ଦେଇଛି। ହାତୀ ଭୟରେ ଆତଙ୍କିତ ଗ୍ରାମବାସୀ।