*🌹🌼👉ଭଦ୍ରକାଳୀ ପଞ୍ଜିକା👈🌼🌹* *✧═════•❁❀❁•═════✧*
*ଅଦ୍ୟ ସେପ୍ଟେମ୍ବର ମାସ ୧୫ ତାରିଖ ୨୦୨୬ ମସିହା (ମଙ୍ଗଳବାର)*
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଭାଦ୍ରବମାସ- ଶୁକ୍ଳପକ୍ଷ*
*ତିଥି- ଚତୁର୍ଥୀ ଦିବା ଘ୦୭/୪୪ ଗତେ ପଞ୍ଚମୀ*
*ନକ୍ଷତ୍ର- ସ୍ୱାତୀ ଦିବା ଘ୦୩/୨୧ ଗତେ ବିଶାଖା*
*ଚନ୍ଦ୍ର- ତୁଳା*
*ଯୋଗ- ଇନ୍ଦ୍ର*
*କରଣ - ବିଷ୍ଟି*
*ସୌରମାସ- ସିଂହ ୩୦ ଦିନ*
*✧═════•❁❀❁•════✧*
*ସୂର୍ୟୋଦୟ- ପ୍ରାତଃ ଘ୦୫/୩୧/୨୩*
*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୭/୨୦*
*✧═════•❁❀
*ଯୋଗିନୀ ନୈରୁତେ ଦିବା ଘ୦୭/୧୦!ଗତେ ଦକ୍ଷିଣେ*
*ମକର ରାଶିର ଘାତବାର*
*ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୃତେ ଏକ ପାଦ ଓ ଦିବା ଘ୦୩/୨୧ ଗତେ ଦ୍ଵୀପାଦ ପୁଷ୍କର ଦୋଷ*
*✧═════•❁❀❁•═══*
*କାଳବେଳା-ଦିବା ଘ୦୧/୧୫ ଗତେ ଘ୦୨/୪୭ ମଧ୍ୟେ*
*ବାରବେଳା- ଦିବା ଘ୦୭/୧୦ ଗତେ ଘ୦୮/୪୦ ମଧ୍ୟେ*
══•❁❀❁•═*
*ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୪୨ ଗତେ ଘ୧୦/୨୫ ମଧ୍ୟେ ଓ ଘ୧୨/୪୯ ଗତେ ଘ୦୧/୧୫ ମଧ୍ୟେ ଓ ଘ୦୩/୧୨ ଗତେ ଘ୦୪/୫୦ ମଧ୍ୟେ*
*ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି*
═✧*══•❁❀❁•═*═══✧
*ଅଦ୍ୟ ବେଲ ଭକ୍ଷଣ ନିଷେଧ*
*✧═════•❁❀❁•═════✧*
*🌼🌹🌹꧁ରାଶିଫଳ꧂🌹🌹🌼* *✧═════•❁❀❁•═════✧*
*🌹🌹ମେଷ: ପାରିବାରିକ ଜୀବନରେ ପରିବର୍ତ୍ତନ ହୋଇପାରେ। ଆପଣ ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ। ସରକାରୀ ଚାକିରିଆ କାମରେ ବ୍ୟସ୍ତ ରହିବେ।*
*=================*
*🌹🌹ବୃଷ: ବ୍ୟବସାୟରେ ଯଥେଷ୍ଟ ଅଭିବୃଦ୍ଧି ହେବ। ଚାକିରିରେ ପଦୋନ୍ନତି ମିଳିବା ଯୋଗୁଁ ପ୍ରସନ୍ନ ରହିବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।*
*==================*
*🌹🌹ମିଥୁନ: ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ। ହଜମ ଜନିତ ସମସ୍ୟାରୁ ଆରାମ ପାଇବେ। ବନ୍ଧୁମାନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।*
*==================*
*🌹🌹କର୍କଟ: ଆପଣଙ୍କ ମନ ସକାରାତ୍ମକ ରହିବ। କାର୍ଯ୍ୟକ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେବେ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କର ଉନ୍ନତି ହେବ। ଜୀବନସାଥୀ ସହ ତାଳମେଳ ବଜାୟ ରହିବ।*
*==================*
*🌹🌹ସିଂହ: ମାତା ପିତାଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। ଅଧୁରା କାମ ସଂପୂର୍ଣ୍ଣ କରିବା ଲାଗି ଭଲ ଯୋଗ ରହିଛି। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।*
*==================*
*🌹🌹କନ୍ୟା: ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ନୂଆ ବିଚାର ସହ ବିଶେଷ କାର୍ଯ୍ୟ ଆରମ୍ଭ କରିପାରନ୍ତି। ତେଜରାତି ବ୍ୟବସାୟୀ ଆଶାତୀତ ଲାଭ ପାଇବେ।*
*==================*
*🌹🌹ତୁଳା: ଜୀବନସାଥୀର ସହଯୋଗ ଆପଣଙ୍କ ଅଶାନ୍ତି ଦୂର କରିବ। କୌଣସି କାମର ଯୋଜନା ପ୍ରସ୍ତୁତ କରିବେ। ଅଧିକାରୀଙ୍କୁ ଆପଣଙ୍କ ମତ ପସନ୍ଦ ଆସିବ।*
*==================*
*🌹🌹ବିଛା: ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ଅନ୍ୟ ଜିଲ୍ଲାରେ ବ୍ୟବସାୟ ବିସ୍ତାର କରିବା ଲାଗି ଭାବିବେ। ଓକିଲଙ୍କର ପ୍ରସିଦ୍ଧି ବଢ଼ିବ। ଛାତ୍ର ଲେଖାପଢ଼ାରେ ଧ୍ୟାନ ଦେବେ।*
*=================*
*🌹🌹ଧନୁ: ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର କୌଣସି କାମ ସଂପୂର୍ଣ୍ଣ ହୋଇପାରେ। ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଘର ପାଇଁ ଦରକାରୀ ଜିନିଷ କିଣିବେ।*
*==================*
*🌹🌹ମକର: ଆପଣ ପ୍ରସ୍ତୁତ କରିଥିବା ଯୋଜନା ସଫଳ ହେବ। ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ସାମାଜିକ କାର୍ଯ୍ୟରେ ସମୟ ଦେବେ।*
*=================*
*🌹🌹କୁମ୍ଭ: ଦିନଟି ବହୁତ ଶୁଭ ରହିବ। ଆପଣଙ୍କର ନିଷ୍ପତ୍ତିକୁ ପରିବାର ଲୋକ ସମର୍ଥନ କରିବେ। ବେପାରରେ ଉନ୍ନତି ହେବ। ଲେଖକଙ୍କୁ ଖ୍ୟାତି ମିଳିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।*
*==================*
*🌹🌹ମୀନ: ବେପାର ବଣିଜରେ ଲାଭ ହେବ। କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି। କୌଣସି ଖୁସି ଖବର ପାଇବେ। କ୍ୟାରିଅରରେ ଆପଣ ଗୁରୁଙ୍କ ମାର୍ଗଦର୍ଶନ ପାଇବେ।*
ଜ୍ୟୋତିର୍ବିଦ:ଭାବଗ୍ରାହୀ ଖଡିରତ୍ନ
ଯୋଗାଯୋଗ:୯୪୩୮୧୫୨୬୨୭
